- 30
- 2 998 690
Rabindra Srambutika
Приєднався 21 гру 2018
Hiii my dears , welcome andpraise the Lord to all,I hope that you all may be fine,I am also fine by the grace of God,This is my UA-cam channel,see and like,share, subscribe my you tube channel,pray for me,God bless you all.
ପ୍ରାର୍ଥନା ଶୁଣ।।PRARTHANA SUNA।।ODIA CHRISTIAN DEVOTIONAL SONG।।LIPSA PAL।।SALEM LIMA।।BAPI SAMAL।।
* SONG -PRARTHANA SUNA
* SINGER -LIPSA PAL
* LYRICS & MUSIC -SALEM LIMA
* MUSIC ARRANGEMENT -BAPI SAMAL
* PRODUCER -EV-MOHAN PRASAD
* CAMERA & EDIT -AMBRAM GANTA
* MASTERING & MIX-MRR STUDIO CTC
* SPECIAL THANKS - SRIDHAR,KUSHA, SALMAN
ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ସମସ୍ତଙ୍କୁ ନମସ୍କାର ଜଣାଉଛୁ।ଆଶା କରୁ କି ଆପଣମାନେ ଆମ ଗୀତକୁ ଶୁଣୁଥିବେ ଏବଂ ଗୀତକୁ ପ୍ରଭୁଙ୍କ ପାଇଁ ବ୍ୟବହାର କରୁଥିବେ।ଏମିତି ଏକ ଗୀତ ଥିଲା ଯାହାକି ଆପଣମାନେ ଶୁଣି ବହୁତ୍ ଭଲ ପାଇବା ଦେଇଥିଲେ,ଆଉ ଦେଇ ଆସୁଛନ୍ତି ମଧ୍ୟ ସେହି ଗୀତଟି ହେଉଛି "ପ୍ରାର୍ଥନା ଶୁଣ"ଯାହାକୁ ଆମର ଅତି ପ୍ରିୟ ଅମିତ୍ ପାଣି ଆଜ୍ଞା ଗାଇଥିଲେ,ସେହି ଗୀତକୁ ପୁଣି ଥରେ ଏକ ନୂତନ ରୂପରେ ନେଇ ଆସିଛୁ,ଯାହାକୁ ଭଉଣୀ Lipsa pal ସୁନ୍ଦର ଭାବରେ ଗାଇଛନ୍ତି,ଏହାର ସମ୍ପୂର୍ଣ୍ଣ ଭିଡିଓ ଆପଣମାନେ ଦେଖନ୍ତୁ ଏବଂ ଗୀତକୁ ପ୍ରଭୁଙ୍କ ଗୌରବ ଉଦ୍ଧେଶ୍ୟରେ ବ୍ୟବହାର କରିବା ସହିତ ଆଶୀର୍ବାଦ ,ଭଲ ପାଇବା ଦିଅନ୍ତୁ।
ଗୀତଟି RS MUSIC OFFICIAL UA-cam CHANNEL ରେ ମୁକ୍ତି ଲାଭ କରିବାକୁ ଯାଉଚି
।ଏଣୁ ଯଦି କେହି ନୂତନ ଭାବେ channel କୁ ଦେଖୁଛନ୍ତି ତେବେ Like, Share, comment and SUBSCRIBE କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ।
* ଗୀତ *
ପ୍ରାର୍ଥନା....ମୋ....କର.. ଗ୍ରହଣ...
ପ୍ରାର୍ଥନା...ମୋ....କର...ଗ୍ରହଣ...
ପ୍ରାର୍ଥନା ଶୁଣ ମୋର ପ୍ରଭୁ,ପ୍ରାର୍ଥନା ଶୁଣ (୨ଥର)
ମୁଁ ଯେ ଦୀନହୀନ କରେ ନିବେଦନ। (୨ଥର)
ଲୋତକ ମୋର କର ଗ୍ରହଣ...(୨ଥର)
ପ୍ରାର୍ଥନା ଶୁଣ ମୋର ପ୍ରଭୁ......... -0-
୧) କିଏ ଅଛି ଏ ଜଗତରେ ମୋ ପ୍ରାର୍ଥନା ଶୁଣିବାକୁ
କେହି ନାହିଁ ତୁମ ବିନା ଯୀଶୁ ଦୁଃଖ ମୋର ଜାଣିବାକୁ (୨ଥର)
ଏଣୁ ତୁମ ପଦେ ନେଲି ମୁ ଶରଣ ....
ଲୋତକ ମୋର କର ଗ୍ରହଣ (୨ ଥର)
ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ.....
୨) ତୁମେ ଯେବେ ସାହା ହେବ ନାହିଁ
ଯିବି ମୁଁ କାହା ପାଖକୁ........
ମୋ ହୃଦ ବେଦନା ଜଣାଇବି
ଯୀଶୁ ମୁଁ ଆଉ କାହାକୁ.....(୨ଥର)
ଏଣୁ ତୁମ ପାଶେ ..... ହେଲି ସମର୍ପଣ........୨ଥର)
ଲୋତକ ମୋର କର ଗ୍ରହଣ......(୨ଥର)
ପ୍ରାର୍ଥନା ଶୁଣ ମୋର ପ୍ରଭୁ,ପ୍ରାର୍ଥନା ଶୁଣ.....
- ସମାପ୍ତ -
#lipsapalodiachristiandevotionalsong
#amitpaniodiachristiandevotionalsong
#humansagarodiachristiandevotionalsong
#sridharagantaodiachristiandevotionalsong
#kushagantaodiachristiandevotionalsong
#rabindrasrambutikaodiachristiandevotionalsong
#pramilaodiachristiandevotionalsong
!! ANTI-PIRACY WARNING !!
This content is copyright to RS MUSIC OFFICIAL Presents.Any unauthorised Reproduction, Redistribution , Re-upload (audio or video) is strictly prohibited of this material.Legal action will be taken against those who violate this copyright material present.

Переглядів: 54 548
Відео
ପ୍ରାର୍ଥନା ଶୁଣ।।PRARTHANA SUNA।।ODIA CHRISTIAN DEVOTIONAL SONG ।।LIPSA PAL।।SALEM LIMA।।BAPI SAMAL।।
Переглядів 6 тис.Місяць тому
* SONG - PRARTHANA SUNA * SINGER - LIPSA PAL * LYRICS & MUSIC - SALEM LIMA * MUSIC ARRANGEMENT - BAPI SAMAL * PRODUCER - Ev.MOHAN PRASAD PANI * MIXING & MASTERING - MRR STUDIO CUTTACK * CAMERA & EDIT - AMBRAHAM GANTA * SPECIAL THANKS - KUSHA GANTA, SRIDHAR GANTA, RABINDRA SRAMBUTIKA,SOLMAN SRAMBUTIKA ପ୍ରଭୁ ଯୀଶୁଙ୍କ ମଧୁର ନାମରେ ସମସ୍ତଙ୍କୁ RS MUSIC OFFICIAL UA-cam CHANNEL ତରଫରୁ ନମସ୍କାର ଜଣାଉଛୁ।ଆଶା କର...
ସ୍ତୁତିବାଦ କର।। STUTI BADA KARA ।। LYRICAL VIDEO ।। SRIDHAR GANTA ।।NOAH KARADA।।BAPI SAMAL ।।
Переглядів 2,8 тис.Місяць тому
ସ୍ତୁତିବାଦ କର।। STUTI BADA KARA ।। LYRICAL VIDEO ।। SRIDHAR GANTA ।।NOAH KARADA।।BAPI SAMAL ।।
STUTIBADA KARA। ସ୍ତୁତିବାଦ କର। NEW ODIA CHRISTIAN SONG 2024।SRIDHAR GANTA ।NOAH KAARADA।BAPI SAMAL ।।
Переглядів 11 тис.2 місяці тому
* Song -STUTIBADA KARA * Singer -SRIDHARA GANTA * Lyrics -NOAH KARADA * Music -SRIDHARA GANTA * Music arrangement -BAPI SAMAL * Producer -RABINDRA SRAMBUTIKA * Mastering & mixing - MRR STUDIO CUTTACK * Camera & Edit -B K MAHANTY *Special thanks -SALMAN SRAMBUTIKA, * Poster -JISHI RAITA ପ୍ରଭୁ ଯୀଶୁଙ୍କ ମଧୁର ନାମରେ ସମସ୍ତଙ୍କୁ ନମସ୍କାର। ବହୁତ ଦିନର ବ୍ୟବଧାନ ପରେ ପ୍ରଭୁ ଅନୁଗ୍ରହ କରି ଗୀତ କରିବାକୁ ସୁଯୋଗ ଦେଲେ ସେଥ...
STUTIBADA KARA ।। ସ୍ତୁତିବାଦ କର।। SRIDHAR GANTA।। NOAH KORADA।।BAPI SAMAL।।
Переглядів 1,9 тис.3 місяці тому
* Song -STUTI BADA KARA * Singer -SRIDHARA GANTA * Lyrics -NOAH KARADA * Music -SRIDHARA GANTA * Music arrangement -BAPI SAMAL * Producer -RABINDRA SRAMBUTIKA * Camera & edit -B K MAHANTY * Poster -JISI RAITA ପ୍ରଭୁଙ୍କ ନାମରେ ଗୌରବ ହେଉ ,ପ୍ରଭୁ ଅନୁଗ୍ରହ କରି ଆଉଏକ ଗୀତ କରିବା ପାଇଁ ଦେଲେ ,ଆଶା କରୁଛୁ ସମସ୍ତ ଗୀତ ପ୍ରେମୀ ମାନେ ଆମ RS MUSIC OFFICIAL UA-cam CHANNEL ତରଫରୁ ସବୁ ଗୀତ ଶୁଣୁଥିବେ ,ଏହି ଗୀତ ମଧ୍ୟ ଅତି ସୁନ୍ଦର ହେଇ...
ପ୍ରାର୍ଥନା ଶୁଣ।। PRARTHANA SUNA।।ODIA CHRISTIAN ORIGINAL KARAOKE TRACK SONG ।। AMIT PANI।।
Переглядів 2,3 тис.5 місяців тому
ପ୍ରିୟ ବନ୍ଧୁ ସମସ୍ତଙ୍କୁ ଆମର RS MUSIC OFFICIAL UA-cam CHANNEL ତରଫରୁ ନମସ୍କାର ।ଆଶା କରୁଛୁ ଆପଣମାନେ ସମସ୍ତେ ଭଲରେ ଥିବେ ,ଆଜି ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ" ପ୍ରାର୍ଥନା ଶୁଣ "ଗୀତର karaoke track upload କରାଗଲା। ସେହି ଗୀତ ଆପଣ ମାନେ ପୂର୍ବରୁ ଶୁଣିଥିବେ। ତେଣୁ ପ୍ରଭୁଙ୍କ ନିମନ୍ତେ ଏହି ଗୀତର track ଟିକୁ ବ୍ୟବହାର କରିବେ।ଆଉ ଯଦି କେହି ଆମ RS MUSIC OFFICIAL UA-cam channel କୁ subscribe କରି ନାହାନ୍ତି ଦୟାକରି subscribe କରନ୍ତୁ ଏବଂ ନୂଆଁ ନୂଆଁ ଗୀତ ...
ମହାମହିମ।।MAHAMAHIMA KARAOKE TRACK।।PRAMILA।।SALEM LIMA।।
Переглядів 6976 місяців тому
ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆଶା କରୁଛୁ ସମସ୍ତେ ଭଲରେ ଥିବେ, ଆଉ ସମସ୍ତଙ୍କୁ ଆମ RS MUSIC OFFICIAL UA-cam channel ତରଫରୁ ନମସ୍କାର। ପ୍ରଭୁଙ୍କ ଗୌରବ ଉଦ୍ଧେଶ୍ୟରେ ଆମେ ଏଇ ଗୀତ ଅର୍ଥାତ "ମହାମହିମ" ଗୀତର ଟ୍ରାକ ଆମ UA-cam channel ରେ upload କଲୁ।ଆପଣ ମାନେ ଏଇ ଗୀତର ଟ୍ରାକ ଶୁଣି ପ୍ରଭୁଙ୍କ ସେବାରେ ବ୍ୟବହାର କରନ୍ତୁ।ଆଉ ନୂଆ ନୂଆ ଗୀତ ଶୁଣିବାକୁ ଆମ channel କୁ subscribe କରନ୍ତୁ ଏବଂ ଆମ ସହିତ ଯୋଡି ହେଇକି ରୁହନ୍ତୁ ଧନ୍ୟବାଦ୍ ନମସ୍କାର।
ଅନ୍ତିମ ଯୁଗର ବିଶ୍ବାସୀ ।। karaoke track song।।Kusha ganta।।Salem Limma।।
Переглядів 7017 місяців тому
ପ୍ରଭୁଙ୍କ ଗୌରବ ସକାଶେ ଆମେ "ଅନ୍ତିମ ଯୁଗର ବିଶ୍ବାସୀ" ଏହି ଗୀତର karaoke track ଆମେ RS MUSIC OFFICIAL UA-cam channel ରେ release କହୁଚୁ ଏଣୁ ଆପଣ ମାନେ ଏହି track ଟିକୁ ପ୍ରଭୁଙ୍କ ଉଦ୍ଧେଶ୍ୟରେ ବ୍ୟବହାର କରନ୍ତୁ।ଧନ୍ୟବାଦ୍।
BHUL KALI SINA KARAOKE TRACK ।। RABINDRA SRAMBUTIKA ।।SALEM LIMA।।BAPI SAMAL।।
Переглядів 8728 місяців тому
BHUL KALI SINA KARAOKE TRACK ।। RABINDRA SRAMBUTIKA ।।SALEM LIMA।।BAPI SAMAL।।
MULTI CELEBRATION (2023-2024)।।Pre Christmas ।। ANNUAL FUNCTION & HAPPY NEW YEAR 2024।।
Переглядів 41111 місяців тому
Pre Christmas Celebration । Annual Function ରେ Atmika English Medium school Muniguda ର ଛୋଟ ଛୋଟ ପିଲାଙ୍କ ନୃତ୍ୟ ପ୍ରଦର୍ଶନ ।ଆପଣମାନେ ଦେଖନ୍ତୁ ବହୁତ୍ ଭଲ ଅଛି Video ଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ Enjoy କରନ୍ତୁ।ଏହି ଗୀତ ମାଧ୍ୟମରେ ପ୍ରଭୁଙ୍କ ଗୌରବ ହେବା ସହିତ ପିଲାମାନଙ୍କର ପ୍ରତିଭା ମଧ୍ୟ ସମାଜ ଆଗରେ ବିକଶିତ ହେବାକୁ ପାରିବ ଧନ୍ୟବାଦ୍।
ବେଥଲିହିମ।BETHALIHIMA।NEW ODIA CHRISTMAS 🌲🌲 SONG 2023।।Rabindra & Sulakhyani।Salem Lima।Kumar Mantu।।
Переглядів 28 тис.Рік тому
Song credits * Song-Bethalihima (ବେଥଲିହିମ) * Rabindra Srambutika & Sulakhyani lima * Lyrics & Music -Salem Lima * Music arrangement -Kumar Mantu * D O P Edit -Ambhram Ganta * Producer - Rabindra Srambutika * Mastering & mixing -Prativa studio CTC *Thumbnail -Parsuram Sagaria * Special thanks -Saheb,Jakhya,kusha, Sridhar Ganta ସର୍ବପ୍ରଥମେ ସମସ୍ତଙ୍କୁ ଆମର RS MUSIC OFFICIAL UA-cam CHANNEL ତରଫରୁ ଖ୍ରୀଷ...
ବେଥଲିହିମ।BETHALIHIMA।NEW CHRISTMAS SONG।Rabindra & Sulakhyani lima। Salem Lima। Kumar mantu।
Переглядів 3,5 тис.Рік тому
* BETHALIHIMA (ବେଥଲିହିମ) * Singer -Rabindra Srambutika & Sulakhyani lima * Lyrics & Music -Salem Lima * Music arrangement -Kumar Mantu * Producer -Rabindra Srambutika * D O P & Edit -Ambhram Ganta (Bapi) * Special thanks -Saheb &Jakhya Kadraka ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ପ୍ରିୟ ଦର୍ଶକ ବନ୍ଧୁମାନଙ୍କୁ ଆମର RS MUSIC OFFICIAL UA-cam CHANNEL ତରଫରୁ ଶୁଭେଚ୍ଛା ଏବଂ ନମସ୍କାର । ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଆମେ ଯୀଶୁଙ୍କ...
ମହାମହିମ।।MAHAMAHIMA।।Odia Christian New Devotional Song।।PRAMILA।।SALEM LIMA।।BAPI SAMAL।।
Переглядів 22 тис.Рік тому
* Song-MAHAMAHIMA * Singer -Sister Pramila * Music & lyrics -Salem Lima * Music arrangement -Bapi samal * Producer -Rabindra Srambutika * D O P&Camera-B K Mahanty * Special thanks -Joseph,Lukash,Giri,Kisha ganta&Sridhara Ganta. ପ୍ରଭୁ ଯୀଶୁଙ୍କ ସୁମଧୁର ନାମରେ ସମସ୍ତଙ୍କୁ RS MUSIC OFFICIAL UA-cam CHANNEL ତରଫରୁ ଶୁଭେଚ୍ଛା ଏବଂ ନମସ୍କାର।ପ୍ରଭୁ ଅନୁଗ୍ରହ କରି ଆଉ ଏକ ସୁନ୍ଦର ମନଛୁଆଁ ଗୀତ କରିବା ପାଇଁ ସୁଯୋଗ ଦେଲେ।ଆଜି ଏହି ...
ଧନ୍ୟବାଦ ପାଅ ପ୍ରଭୁ।। COVER SONG ।।Stage performance at Gudari।। Rabindra Srambutika ।।
Переглядів 2 тис.Рік тому
ଧନ୍ୟବାଦ ପାଅ ପ୍ରଭୁ।। COVER SONG ।।Stage performance at Gudari।। Rabindra Srambutika ।।
ପ୍ରାର୍ଥନା ଶୁଣ।।PRARTHANA SUNA।।Odia Christian devotional song ।।Amit pani।।Salem lima।।Bapi samal।।
Переглядів 468 тис.Рік тому
* Song -Prarthana suna * Singer -Amit Kumar Pani * Lyrics & Music -Salem Lima * Music arrangement -Bapi samal * Producer -Rabindra Srambutika * D.O.P & Edit Ambram ganta (Bapi) * Recording -MD studio CTC ପ୍ରଭୁ ଯୀଶୁଙ୍କ ସୁମଧୁର ନାମରେ ପ୍ରତ୍ୟେକଙ୍କୁ RS MUSIC UA-cam CHANNEL ତରଫରୁ ନମସ୍କାର ଜଣାଉଛୁ। ପ୍ରଭୁଙ୍କ ଗୌରବ ନିମନ୍ତେ ଆଜି ଏକ ଅତି ସୁନ୍ଦର ଏବଂ ଭାବପୂର୍ଣ୍ଣ ଗୀତ ଆମେ ପ୍ରସ୍ତୁତ କରିଅଛୁ, ଗୀତଟି ହେଉଛି "ପ୍ରାର୍ଥନା ଶୁଣ"...
ପ୍ରାର୍ଥନା ଶୁଣ।PRARTHANA SUNA।Odia New Christian devotional song।Amit pani।Salem lima।Bapi samal।
Переглядів 3,5 тис.Рік тому
ପ୍ରାର୍ଥନା ଶୁଣ।PRARTHANA SUNA।Odia New Christian devotional song।Amit pani।Salem lima।Bapi samal।
ମରିଥିଲେ ଯୀଶୁ ତୋ ପାଇଁ।।GOOD FRIDAY SPECIAL SONG।।Rabindra Srambutika।।Salem Lima।।Bapi Samal।।
Переглядів 2,4 тис.Рік тому
ମରିଥିଲେ ଯୀଶୁ ତୋ ପାଇଁ।।GOOD FRIDAY SPECIAL SONG।।Rabindra Srambutika।।Salem Lima।।Bapi Samal।।
ଆସିଛି ବଡ଼ ଦିନ।।ଆତ୍ମିକ ସ୍କୁଲ ପିଲାଙ୍କ ନୃତ୍ୟ।।ASICHI BADA DINA ।।SUPER DANCE GROUP OF ATMIKA SCHOOL।।
Переглядів 900Рік тому
ଆସିଛି ବଡ଼ ଦିନ।।ଆତ୍ମିକ ସ୍କୁଲ ପିଲାଙ୍କ ନୃତ୍ୟ।।ASICHI BADA DINA ।।SUPER DANCE GROUP OF ATMIKA SCHOOL।।
ଦିନେ ସନ୍ଧ୍ୟା ନଇଁ ଆସିବ।Dine sandhya noin asiba।New Christian song।Human sagar।Salem lima।Bapi samal।।
Переглядів 2,1 млнРік тому
ଦିନେ ସନ୍ଧ୍ୟା ନଇଁ ଆସିବ।Dine sandhya noin asiba।New Christian song।Human sagar।Salem lima।Bapi samal।।
ABHINANDANA CHRISTMAS GROUP DANCE ।। 2022 AT - MUNIGUDA ATMIKA SCHOOL।।
Переглядів 6 тис.Рік тому
ABHINANDANA CHRISTMAS GROUP DANCE ।। 2022 AT - MUNIGUDA ATMIKA SCHOOL।।
ଶୁଭ ବାଣୀ ଆଜି ଶୁଭୁଛି।।NEW CHRISTMAS SONG 2022।।RABINDRA SRAMBUTIKA।।PROBADH CHHICHANI।।BAPI SAMAL।।
Переглядів 12 тис.2 роки тому
ଶୁଭ ବାଣୀ ଆଜି ଶୁଭୁଛି।।NEW CHRISTMAS SONG 2022।।RABINDRA SRAMBUTIKA।।PROBADH CHHICHANI।।BAPI SAMAL।।
ଦିନେ ସନ୍ଧ୍ୟା ନଇଁ ଆସିବ/Dine sandhya noi asiba/Odia new Christian song/Human Sagar/Salem Lima/Bapi
Переглядів 21 тис.2 роки тому
ଦିନେ ସନ୍ଧ୍ୟା ନଇଁ ଆସିବ/Dine sandhya noi asiba/Odia new Christian song/Human Sagar/Salem Lima/Bapi
Antima jugara biswashi/ଅନ୍ତିମ ଯୁଗର ବିଶ୍ବାସୀ/Odia christian song।/Kusha ganta/Salem lima।।Bapi samal/
Переглядів 22 тис.2 роки тому
Antima jugara biswashi/ଅନ୍ତିମ ଯୁଗର ବିଶ୍ବାସୀ/Odia christian song।/Kusha ganta/Salem lima।।Bapi samal/
ଅନ୍ତିମ ଯୁଗର ବିଶ୍ବାସୀ।।New Odia Christian Song।।Kusha ganta।।Salem lima।।Bapi samal।।
Переглядів 1,4 тис.2 роки тому
ଅନ୍ତିମ ଯୁଗର ବିଶ୍ବାସୀ।।New Odia Christian Song।।Kusha ganta।।Salem lima।।Bapi samal।।
Marithile jishu toh pain।। ମରିଥିଲେ ଯୀଶୁ ତୋ ପାଇଁ।। Rabindra Srambutika।।Salem lima।।bapi samal।।
Переглядів 20 тис.2 роки тому
Marithile jishu toh pain।। ମରିଥିଲେ ଯୀଶୁ ତୋ ପାଇଁ।। Rabindra Srambutika।।Salem lima।।bapi samal।।
BHUL KOLI SINA।। ଭୁଲ୍ କଲି ସିନା।।RABINDRA SRAMBUTIKA।। SALEM LIMA।।SUBHAM SAMAL।।(BAPI)
Переглядів 131 тис.2 роки тому
BHUL KOLI SINA।। ଭୁଲ୍ କଲି ସିନା।।RABINDRA SRAMBUTIKA।। SALEM LIMA।।SUBHAM SAMAL।।(BAPI)
Bhul kali sina।। ଭୁଲ୍ କଲି ସିନା।New odia Christian song। Rabindra Srambutika।Salem lima।Bapi samal।।
Переглядів 16 тис.2 роки тому
Bhul kali sina।। ଭୁଲ୍ କଲି ସିନା।New odia Christian song। Rabindra Srambutika।Salem lima।Bapi samal।।
CHALA BHETI JIBA|| ଚାଲ ଭେଟି ଯିବା ||NEW ODIA CHRISTMAS SONG|KUSHA GANTA|| SALEM LIMA ||
Переглядів 21 тис.2 роки тому
CHALA BHETI JIBA|| ଚାଲ ଭେଟି ଯିବା ||NEW ODIA CHRISTMAS SONG|KUSHA GANTA|| SALEM LIMA ||
Oh great song 😮
I love my Jesus papa 🙏🙏🌏🌏✝️✝️✝️✝️
ବହୁତ ସୁନ୍ଦର ଗୀତ ❤❤❤ ହୃଦୟ ଛୁଇଁବାର ଗୀତ ଶତରେ ସମସ୍ତଙ୍କୁ ଈଶ୍ଵର ଆଶୀର୍ବାଦ କରନ୍ତୁ। ଈଶ୍ବରଙ୍କ ଛଡ଼ା ଅନ୍ୟ କେହି ନାହିଁ ଆମ
Ameen 🙏🙏🙏
Thank you God 🙏
Very nice song 🙏🙏😂😂😂
Amen.amen😭😭😭😭🙏🧑🍼👍
Parmeshwar ki dhanyawad hai
Praise...God from this song .Amen
କିନ୍ତୁ ଏହି ଗୀତ ଅମିତ ପାଣି ଗାଇଥିଲେ, ଆଉ କେମିତି ଏହା ହେଲା,
𝔾𝕠𝕕 𝕓𝕝𝕖𝕤𝕤 𝕦 𝕊𝕚𝕣,, ସେ ପୁତ୍ର ପ୍ରସବ କରିବେ ପୁଣି ତୁମ୍ବେ ତାହାଙ୍କ ନାମ ଯୀଶୁଦେବ Love,, u music Bapi Amit Bada bada nayak all tomi hit song Samala Sir❤️❤️❤️❤️🎻🎻😁🎸🎸🎸🎸
Very very Thank you Jhia
Koti koti Thank you LORD Jesus
LORD Jesus Christ bless you and your family
Very very Thank you Jhia
Heartful song
😭😭😭❤️❤️❤️❤️🙏🙏🙏😱😱😢😢
Superb singing
👍👍👍🙌🙌👍👍👍ଜୟ mashi ki
Nice Song, Nice Voice
Thankyou godbless you❤🎉🎉
Praise the Lord
God bless you dee
Really sister you have very good voice. May God bless you as you sing and praise to glorify the Almighty.
ଅତି ସୁନ୍ଦର ସଙ୍ଗୀତ ❤❤❤
Sister lipsa Praise the Lord You sing this Song very well👍👍 God bless you Be grow with God blessing
God bless you 🙏🏻🙏🏻🙏🏻 bhauni
Ati sundar gita❤❤❤❤
Amen
Bala gauca
Good morning morning ❤❤❤❤🎉🎉🎉🎉🎉🎉
Amen🙏🙏🌹❤️
Praise the Lod. God bless to sister and all.
So nice song
Heart touching song ✝️✝️✝️🙏🏻🙏🏻🙏🏻 sister God bless you sister
Beautiful voice
Nai e song
Beautiful song
Mana paribartana karo karana swarga rajya saha nikata
Very good devotional song....praise the Lord
God bless you sister
ଆଉ ଗୋଟେଗୀତ ହେଉ ଭଉଣୀ ତମ voice ରୁ
Verry nice voice ❤️❤️❤️❤️❤️❤️🌹🌹🌹🌹👌👍👍💕💕💕😂😔😔
Praise the lord Amen
Mate ae song ebebi bhala lage 2025 re jemitibi heu mu change hebi athi pain prayar karidebe plz
Sure,we will pray 🙏🙏 for you
God bless you sister
Very nice song and singing also good.....God with you
ଆମେନ 🙏🙏🙏
Thank you bro ilove you❤ good bless your
Praisethelord🙏🏼