- 30
- 45 824
Odia jhia silu
Приєднався 28 жов 2024
ସମସ୍ତ ଙ୍କୁ jai jagannath
ଆମେ ଓଡ଼ିଆ ଆମ ଭାଷା ବଢିଆ ଆମ ସମସ୍ତ ଙ୍କ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଛପନ ଭୋଗ ଲାଗେ ବୋଲି ଆମ ଓଡ଼ିଆ ଘରର ଖାଇବା ସମସ୍ତ ଙ୍କୁ ବହୁତ ଭଲ ଲାଗେ ଓ ତାଙ୍କର ନିତି ଆଦର୍ଶ କୁ ପ୍ରତ୍ୟେକ ଓଡ଼ିଆ ମାନିଥାଏ ।ପ୍ରଭୁ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର ଭାବ ଥିଲେ ଭକ୍ତ ପାଖରେ ପହଞ୍ଚି ଭକ୍ତ କୁ ସବୁ ବିପଦ ରୁ ରକ୍ଷା କରୁଥିବାର ସତ୍ଯ ଘଟଣା ଅଛି ଏହି ଚେନାଲ ମାଧ୍ୟମରେ କହିବାକୁ ଚେଷ୍ଟା କରିବି।
ଆପଣ ମାନଙ୍କ ଭଲ ପାଇବା ରହିଲେ ହିଁ ଏହି channel ଆଗକୁ ଯାଇ ପାରିବ ଏହି channel ରେ
ଭଗବାନ ଙ୍କ ବିଷୟ ରେ ,ଓଡ଼ିଶାର ରୀତି,ନୀତି ଘର ର କେମିତି ଭଲ ହେବ, ରୋଷେଇ videos ଦେଖି ବାକୁ ପାଇବ
ଆମେ ଓଡ଼ିଆ ଆମ ଭାଷା ବଢିଆ ଆମ ସମସ୍ତ ଙ୍କ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଛପନ ଭୋଗ ଲାଗେ ବୋଲି ଆମ ଓଡ଼ିଆ ଘରର ଖାଇବା ସମସ୍ତ ଙ୍କୁ ବହୁତ ଭଲ ଲାଗେ ଓ ତାଙ୍କର ନିତି ଆଦର୍ଶ କୁ ପ୍ରତ୍ୟେକ ଓଡ଼ିଆ ମାନିଥାଏ ।ପ୍ରଭୁ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର ଭାବ ଥିଲେ ଭକ୍ତ ପାଖରେ ପହଞ୍ଚି ଭକ୍ତ କୁ ସବୁ ବିପଦ ରୁ ରକ୍ଷା କରୁଥିବାର ସତ୍ଯ ଘଟଣା ଅଛି ଏହି ଚେନାଲ ମାଧ୍ୟମରେ କହିବାକୁ ଚେଷ୍ଟା କରିବି।
ଆପଣ ମାନଙ୍କ ଭଲ ପାଇବା ରହିଲେ ହିଁ ଏହି channel ଆଗକୁ ଯାଇ ପାରିବ ଏହି channel ରେ
ଭଗବାନ ଙ୍କ ବିଷୟ ରେ ,ଓଡ଼ିଶାର ରୀତି,ନୀତି ଘର ର କେମିତି ଭଲ ହେବ, ରୋଷେଇ videos ଦେଖି ବାକୁ ପାଇବ
Відео
ଘରେ ମାଣ ବସେଇଲା ବେଳେ ଏମିତି ଭୁଲ କରିବେ ନାହିଁ
Переглядів 12 тис.День тому
ମାଣବସା ରେ ଏମିତି ଭୁଲ କରିବେ ନାହିଁ
Переглядів 2,7 тис.2 дні тому
ଭୁଲ୍ ରେ ବି ନିଜ ଘରକୁ ଟିକେ ଟିକେ କଥାରେ ଭାଙ୍ଗିବେ ନାହିଁ
Переглядів 2223 дні тому
ମା ଲକ୍ଷ୍ମୀଙ୍କ ସହିତ ନାରାୟଣ ବି ଯେଉଁ ଘରେ ବାସ କରନ୍ତି ସେ ଘରକୁ କେବେ ବି ଦରିଦ୍ରତା ଆସେନାହିଁ
Переглядів 9024 дні тому
ମାଣବସା ରେ ଏମିତି ଭୁଲ୍ କରନ୍ତୁ ନାହିଁ ଯାହା ଦ୍ଵାରା ନିଜ ଘରେ କ୍ଷତି ହେବ
Переглядів 1,8 тис.5 днів тому
ସମୟ ଥାଉ ଥାଉ ହରିନାମ ନେବା ମଣିଷ ଚାଲିଗଲା ପରେ ସାଙ୍ଗ ରେ ଖାଲି ହରିନାମ ଆଉ କେହିନୁହେଁ
Переглядів 1085 днів тому
ଠାକୁର ପୂଜା କରିସାରିବା ପରେ କ୍ଷମା ପ୍ରାର୍ଥନା କରନ୍ତୁ ଦେଖିବେ ଘର କିପରି ଉନ୍ନତି କରିବ
Переглядів 2,8 тис.6 днів тому
ଏମିତି କରିବେ ଯେମିତି ଆପଣଙ୍କ ଘରେ ମା ଲକ୍ଷ୍ମୀ ସବୁବେଳେ ରହିବେ
Переглядів 7 тис.7 днів тому
ଘରେ ଏମିତି କାମ କରନ୍ତୁ ଦେଖିବେ ମା ଲକ୍ଷ୍ମୀ ସବୁବେଳେ ରହିବେ
Переглядів 5 тис.8 днів тому
ମାଣ ବସା ରେ ଏମିତି ଭୁଲ କରିବେ ନାହିଁ କଣ ଭୋଗ ଲଗା ହେବ
Переглядів 6 тис.9 днів тому
ନାମ ସଂକୀର୍ତ୍ତନ
Переглядів 31910 днів тому
ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେରାମ ହରେରାମ ରାମ ରାମ ହରେ
Переглядів 1810 днів тому
ଏମିତି ଭୁଲ୍ କେବେବି କରିବେ ନାହିଁ
Переглядів 4112 днів тому
ଘରେ ଏହି କାମ କରନ୍ତୁତ ଦେଖିବେ ଘରେ କେବେବି ଧନ ର ଅଭାବ ରହିବନି
Переглядів 14 тис.13 днів тому
🙏 Jay Maa laxminarayan ki jay 🌷🌷🌹🌹
ଆପଣ ଏହି ଉପଦେଶ ଦେଇଥିବା ରୂ ବହୁତ ବହୁତ ଧନ୍ୟବାଦ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Kiche asubidha nahi maa kaba amangla karibani saata karunamai maa .🙏🙏🙏
ଆନ୍ତରିକ ଧନ୍ୟବାଦ।
🙏Jai jagannath jai laxminarayana namaha
Maa sada sarbada karuna mayee au daya mayee maa nkara seba ki puja karibare kichhi bi asubidha nahi emiti video send kari loka nku puja kariba pain darantu nahi
ମୁଁ ବି କହୁଛି ମା କରୁଣାମୟୀ ପ୍ରଥମ କଥା ହେଲା ମା ଙ୍କ ପାଖରେ ପିଠା ,କ୍ଷୀରି,ଦହି କଡି ,ଚିତଉ ,ଭୋଗ ଲାଗେ ମୁଁ କହିଛି ବଡ ବଡ ପଣ୍ଡିତ କହିଛନ୍ତି ଆପଣଙ୍କୁ ଯାହା ଠିକ ଲାଗୁଛି ଆପଣ କରିପାରିବେ
Mam Laxmi Puja haba kau direction basiba plz mam kuhantu
Purba ku haba
Bhab re bhagaban kn pain darauchhanti dasiabauri hataru nadia jaga hata badhei neithile ame kn tanku Anna ghog deba se nije srustira annadatei bibhrantikara msg diantu na
ଦାସିଆ ବାଉରୀଙ୍କୁ ଖାଇବା ଥାଳି ରେ ପ୍ରଭୁ ଜଗନ୍ନାଥ ଦେଖାଦେଉଥିଲେ ,କର୍ମା ବାଈ ବୁଢ଼ୀ ହେଲାପରେ ବି ଯେତେବେଳେ ନ ଗାଧୋଇ ପାରି ରୋଷେଇ କରି ଭଗବାନ ଙ୍କୁ ଭୋଗ ଲଗାଇଥିଲେ ପ୍ରଭୁ ଗ୍ରହଣ କରୁଥିଲେ ସେ ସେମିତି ଭକ୍ତ ଥିଲେ ଯଦି ଆପଣ ସେମିତି ଭକ୍ତି କରୁଛନ୍ତି ଆପଣ ପୂଜା କରିପାରିବେ ମୋ ଶାଶୁ ଘରେ ଲକ୍ଷ୍ମୀନାରାୟଣ ଙ୍କ ମୂର୍ତ୍ତି ଅଛନ୍ତି ବ୍ରାହ୍ମଣ ଆମକୁ କହିଲେ ଜେଜେମା ଙ୍କ ଦେହାନ୍ତ ପରେ ଅନ୍ୟ ଲୋକ ଆମ ଘରୁ ନେଇ ମନ୍ଦିର ରେ ରଖିଲେ ସେଥିପାଇଁ ମୂର୍ତ୍ତି ଘରେ ରଖନ୍ତି ନାହିଁ ମୁଁ ଏ video ରେ କହିଛି ବଡ଼ ବଡ଼ ପଣ୍ଡିତ ଙ୍କ ପାଖରୁ ଶୁଣିଛି ବୋଲି ଆପଣ video ଟିକୁ ଆଉଥରେ ଦେଖନ୍ତୁ
Friday sakale mana ra sabu jinisa rakhi na pari saturday ki sunday re rakhile chaliba ki
ହଁ ଯଦି ଘରେ ଅସୁବିଧା ଅଛି ତା ପରଦିନ ଉଠେଇ ପାରୁ ନାହାଁନ୍ତି ଅନ୍ୟ ଦିନ ଉଠେଇ ପାରିବେ କିନ୍ତୁ ଅନ୍ୟ ଲୋକଙ୍କୁ ଛୁଇଁବାକୁ ଦେବେ ନାହିଁ
ଦିଦି ମାଣବସା ଗୁରୁବାର ରେ ଧାନ ମାଣିକା ଓଷା ବହି ପଢାଯାଏ, ମାଣବସା ଲକ୍ଷ୍ମୀ ପୁରାଣ ମାଣବସା ର ମୂଖ୍ଯ ବହି ନୁହଁ। ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ କୁ ବର୍ତ୍ତମାନ ମାଣବସା ଶବ୍ଦ କୁ ଯୋଡି ବହି print କରାଯାଉଛି। କିନ୍ତୁ ମାଣବସା ବହି ଅଲଗା ଅଛି। ଯାହା ମାର୍କେଟ ରେ ଉପଲବ୍ଧ। ତାର ନାମ ହେଉଛି ଧାନ ମାଣିକା ଓଷା ବହି
ଧାନ ମାଣିକା ବହି Market ରେ ମିଳୁଛି କି ମୋର ଗୋଟିଏ ଦରକାର
Jay Maa Laxmi Narayan Namah 🙏
Jai jagannath,Jai laxmi narayan namaha
❤jay maa Laxmi🌸🌸
🙏Jai jagannath jai Laxminarayan
🙏🙏🌹🌹🌷 Jay Maa laxminarayan ki jay
🙏jai jagannath 🙏jai laxmi narayan
Bahut sundar katha ❤️ Jay shree Jagannath 🙏
Jai jagannath laxmi narayan🙏Thank you apanka bhala paipa sabubala rahu
Jay maa laxmi narayan 🙏🏻🙏🏻🙏🏻
Jai jagannath laxmi narayan 🙏
Mam chanda kan kuha
ଆମେ ଭଗବାନଙ୍କ ପାଖରେ ଭୋଗ ଲଗାଇସାରିଲା ପରେ ଭୋଗ ଉଠେଇଲାବେଳେ ସେଇ ଭୋଗରୁ ଟିକିଏ କାଢି ସେଥିରେ ପାଣି ବୁଲେଇ ଦେବେ ତାକୁ chanda କୁହାଯାଏ ତାକୁ ପାଣିରେ ପକେଇ ଦିଅନ୍ତି
ମା ଙ୍କ ପାଖରେ ଭୋଗ ଲଗାଇ ସାରିଲା ପରେ ପାଣି ଛାଡ଼ାଇଲା ପରେ ଚଣ୍ଡ କଡାଯାଏ mam
Bhauni bhala sikhya deuchanti ❤
Jai jagannath dear ,Laxminarayan sabubala samastanku bhalara rakhantu apanka bhalapaiba amiti sabubala rahu
Malo moparibaraku shha
Maa samastanku saha haba
Jai Shree Radhe Krishna ❤🙏
Jai shree Radhe krishna 🙏
ଜୟେ ଜଗନ୍ନାଥ ଜୟେ ମହାଁ ଲକ୍ଷ୍ମୀ ମାତା
🙏
Jai jagannath
Jai jagannath
Jai jagannath
Jai jagannath
❤❤❤❤
Thank you
Jai Jagannath
Jai jagannath
Jai Jagannath
Jai jagannath