- 31
- 5 228
💞ସ୍ମୃତି ଭରା ଜୀବନ (Smruti bhara jibana)💞
Приєднався 6 сер 2021
ନମସ୍କାର🙏ମୁଁ ଜଣେ ଗୃହିଣୀ😊ସଂସାର ଭିତରେ ଘର କରିଥିଲେ ସୁଖ , ଦୁଃଖ, ରାଗ, ସ୍ନେହ ଏବଂ ଅଭିମାନ ଆଦି ଏମିତି ଅନେକ କିଛି ର ସ୍ମୃତି ରହିଥାଏ 🥰କିନ୍ତୁ ସେ ସବୁ ମଧ୍ୟ ରୁ ନିଜ ହାତରେ କିଛି ଖାଇବା ବନେଇ ଖୁଏଇବା ଏବଂ କିଛି ନୂତନ ସ୍ଥାନ ବୁଲି ସେ ସୁନ୍ଦର ବାତାବରଣ କୁ ଅନୁଭବ କରିବାର ସ୍ମୃତି କିଛି ନିଆରା 🤩ସେ ସବୁ ଅନୁଭୂତି କୁ ନେଇ ମୋ ଚାନେଲ 💞ସ୍ମୃତି ଭରା ଜୀବନ💞ଆପଣ ମାନେ ମୋତେ ଆଶ୍ରିବାଦ କରନ୍ତୁ ମୁଁ ଯେମିତି ଏ ଅନୁଭୂତି କୁ ସୁନ୍ଦର ଭାବରେ ଉପସ୍ଥାପନା କରିପାରେ🙏
Відео
ମାଣ ବସା ଗୁରୁବାର ର ପ୍ରସାଦ (Mana basa gurubar Prasad) 🙏
Переглядів 193 дні тому
ଶୀତୁଆ ପାଗ ରେ କୋଳଥ ଡାଲି ( kolatha dali)ର ମଜା ନିଅନ୍ତୁ
Переглядів 255 днів тому
ସହଜ ରେ ତିଆରି କରି ଖାଆନ୍ତୁ ଜହ୍ନି ରାଇ (Janhin Rai)
Переглядів 376 днів тому
ସକାଳ ଜଳଖିଆ ରେ ବନାନ୍ତୁ ପରିବା ଦିଆ ସୁଜି ଛିଲା( vegetable suji chhila)
Переглядів 647 днів тому
ପ୍ରଥମ ଅଷ୍ଟମୀ ସ୍ପିସିଆଲ ଏଣ୍ଡୁରି ପିଠା(Enduri pitha)
Переглядів 1229 днів тому
କୋଷଳା ଶାଗ( kosala saga) ରେ ବିରି ଅରୁଆ ଚାଉଳ ଗୁଣ୍ଡ ଦେଇ ଏମିତି ବନାନ୍ତୁ ବହୁତ୍ ସୁଆଦିଆ ଲାଗିବ
Переглядів 85514 днів тому
ନିରାମିଷ ମାନଙ୍କ ପାଇଁ ଆଜି ର ଛାଡ ଖାଇ ସ୍ପେସିଆଲ ବଟନ୍ ଛତୁ ତରକାରୀ( botton mushroom curry)
Переглядів 15415 днів тому
ଘରେ ବନାନ୍ତୁ ମଟର ପନିର (matar paneer) ଅତି ସହଜ ରେ ବନେଇ ଖାଆନ୍ତୁ
Переглядів 38316 днів тому
କ୍ୟାଲସିୟମ ଲାକଟେଟ(calcium lactaet)ପାଉଡର ରେ ବନାନ୍ତୁ ଅତି ସହଜ ରେ ପନିର
Переглядів 4120 днів тому
ଆମ ଓଡ଼ିଆ ଘର ର ତୋରାଣି କାଞ୍ଜି (Torani Kanji)
Переглядів 21623 дні тому
ନିରାମିଷ ଦିନ ରେ ଏହି ଉପାୟରେ ଭେଜିଟେବୁଲ ବିରୀୟାନି( vegetable biriyani)👌 ବନେଇ ଖାଆନ୍ତୁ
Переглядів 36026 днів тому
ସହଜ ଉପାୟ ରେ ବନାନ୍ତୁ ଓଡ଼ିଆ ଘର ର ଚାଉଳ ଖିରି (chaula khiri)
Переглядів 2,1 тис.28 днів тому
ଏମିତି ମଟର ପାଣି (matar Pani)😋ବନେଇ ଖାଆନ୍ତୁ ଏବଂ ଥଣ୍ଡା ପାଗ କୁ ଉପଭୋଗ କରନ୍ତୁ
Переглядів 56Місяць тому
ଅରୁଆ ବାସି ପଖାଳ ରେ ବନାନ୍ତୁ ଏମିତି ଟଙ୍କ ତୋରାଣି(Tanka Torani)🙏
Переглядів 52Місяць тому