- 51
- 4 647
Subhmahesai vlogger
India
Приєднався 16 лис 2020
Wellcome to my youtube channel,I am subhashree Pattnaik,I am a tutor, I will show you my daily vloggeing, cooking, spiritual thought's, festivals, rituals, sewing, gardening, lifestyle and home remedies, comedy.❤️😊🥰😍.....
ଚାଲନ୍ତୁ ଦେଖିବା ସେ ନୁଆଁ ଚେହେରା କିଏ ସେମାନେ... 🤔🤔/subhmahesaivlogger#dailylife#minivlog#
#subhmahesaivlogger#dailylife#minivlog#vlogging#cooking#funny#comment#likeandshare#subscribe#
Переглядів: 4
Відео
ଆପଣ ସମସ୍ତଙ୍କୁ ନୂତନ ବର୍ଷ ର 🌹ଅନେକ ଅନେକ ଶୁଭେଚ୍ଛା... 🌹/#subhmahesaivlogger#dailylife#minivlog#
Переглядів 192 години тому
#subhmahesaivlogger#dailylife#minivlog#vlog#vlogging#likeandshare#comment#subscribe#
କେତେ ଦିନ ର ଇଚ୍ଛା ଆଜି ପୁରା ହେଲା....😋😋🤭/subhmahesaivlogger#dailylife#minivlog#
Переглядів 234 години тому
#subhmahesaivlogger#dailylife#minivlog#minivlog#vlogging#vlog#likeAndshre#subscribe#funny#food#
ବାପରେ କି ନାଚଏମାନଙ୍କର..... 🕺🤭/, subhmahesai vlogger#dailylife#minivlog#
Переглядів 227 годин тому
#subhmahesaivlogger#dailylife#minivlog#vlogging#vlog#likeAndshare#comment#subcribe#comedy#
ଅଜା ନାତି ମିଶି କାହାକୁ ଡାକିଲେ.... 🤔🤣🤭/subhmahesai vlogger #minivlog#dailylife
Переглядів 219 годин тому
#subhmahesaivlogger#dailylife#minivlog#funny#vlogging#vlog#likeandshare#comment#subcribe#
ମୁଁ କଣ କଲି ଯେ ଏତେ କଥା କହିଲେ... 🤔/subhmahesai vlogger#minivlog #
Переглядів 3214 годин тому
#subhmahesaivlogger#dailylife#funny#comedy#vlogging#likeAndshare#subscribe#comment#food#
ଏ ଝଗଡା ଟି କିଏ କଲା.... 🤔🤭/subhmahesai vlogger#dailylife#minivlog#
Переглядів 3016 годин тому
ଏ ଝଗଡା ଟି କିଏ କଲା.. 🤔#subhmahesaivlogger#funny#dailylife#minivlog#vlogging#likeshare Andcomment#
ଆମେ କୁଆଡେ ଯିବୁ ମୁଁ ଆଉ ଏଲିନ.... 😊😊😊/subhmahesai vlogger#minivlog#
Переглядів 4319 годин тому
#subhmahesaivlogger#comedy#funny#dailylife #minivlog#vlogging#likeand share#comment#subscribe #
ମୋ ଆଖିରେ ଏ କଣ ହେଲା 👁ମାଛ ତରକାରୀ ଟା ପୁରା ଗଲା 🐟.......subhmahesai vlogger
Переглядів 73День тому
ମୋ ଆଖିରେ ଏ କଣ ହେଲା 👁ମାଛ ତରକାରୀ ଟା ପୁରା ଗଲା 🐟.......subhmahesai vlogger
ଆଜି ସବୁ କଣ, କଣ ରନ୍ଧା ହେଲା.... 🤔/subhmahesai vlogger#dailylife#food#
Переглядів 38День тому
ଆଜି ସବୁ କଣ, କଣ ରନ୍ଧା ହେଲା.... 🤔/subhmahesai vlogger#dailylife#food#
ବାପ ଓ ପୁଅ ହାଟ ରେ କଣ କଲେ..... 🤔/subhmahesai vlogger#
Переглядів 35День тому
ବାପ ଓ ପୁଅ ହାଟ ରେ କଣ କଲେ..... 🤔/subhmahesai vlogger#
ଦେଶୀ ଷ୍ଟାଇଲ ଚିଙ୍ଗୁଡ଼ି ବେସର... 😋/subhmahesai vlogger
Переглядів 4714 днів тому
ଦେଶୀ ଷ୍ଟାଇଲ ଚିଙ୍ଗୁଡ଼ି ବେସର... 😋/subhmahesai vlogger
କାହା ପାଇଁ ଏ ଆୟୋଜନ 🤔.... 🙏/#subhmahesai vlogger#
Переглядів 5514 днів тому
କାହା ପାଇଁ ଏ ଆୟୋଜନ 🤔.... 🙏/#subhmahesai vlogger#
ଶେଷ ଗୁରୁବାର ର କି, କି ପିଠା ତିଆରି ହେଲା... 🤔😋/subhmahesai vlogger...
Переглядів 2921 день тому
ଶେଷ ଗୁରୁବାର ର କି, କି ପିଠା ତିଆରି ହେଲା... 🤔😋/subhmahesai vlogger...
ସନଡେ଼୍ ଚିକେନ୍ ଭୋଜନ.... 😋/subhmahesai vlogger
Переглядів 4221 день тому
ସନଡେ଼୍ ଚିକେନ୍ ଭୋଜନ.... 😋/subhmahesai vlogger
ଏ ଲେମ୍ବୁ ନା କମଳା 🍋🍊🤭.../subhmahesai vlogger.
Переглядів 1621 день тому
ଏ ଲେମ୍ବୁ ନା କମଳା 🍋🍊🤭.../subhmahesai vlogger.
ଏଲିନ କେଉଁ ପ୍ରଶ୍ନ ର ଉତ୍ତର ଏପରି କହୁଛି...... 🤔🫢😍🥰/subhmahesai vlogger
Переглядів 5628 днів тому
ଏଲିନ କେଉଁ ପ୍ରଶ୍ନ ର ଉତ୍ତର ଏପରି କହୁଛି...... 🤔🫢😍🥰/subhmahesai vlogger
ମୋ ପୁଅ ଏଲିନ କଣ କଣ କହୁଛି ମୋତେ...?? 🫢🤔/subhmahesai vlogger..
Переглядів 49Місяць тому
ମୋ ପୁଅ ଏଲିନ କଣ କଣ କହୁଛି ମୋତେ...?? 🫢🤔/subhmahesai vlogger..
ମା କହିଲେ ଗୋଟେ କଥା, ତାହା କଣ?.... 😊 / subhmahesai vloger
Переглядів 50Місяць тому
ମା କହିଲେ ଗୋଟେ କଥା, ତାହା କଣ?.... 😊 / subhmahesai vloger
ବଢିଆ।ଏକ ସମ୍ପୁର୍ଣ୍ଣ ଖୁସିର ଜୀବନ ଚର୍ଯା।ବଡ଼ ମାଁ ଓ ଵୋହୂ ଘର କାମ ସହିତ ଆଦର କରୁଛନ୍ତି,ଭଲ ଲାଗିଲା। ଛୁଆମାନେ ଛୁଟିହେଲେ ମସ୍ତ ଖେଳୁଛନ୍ତି। ଆହୁରି ନୂଆଁ ନୂଆଁ ଭିଡିଓ ଛାଡ଼ନ୍ତୁ।👍
@@prasantapattanaik862 Thank you 🙏❤️🌹
Khub bhalooo
@@PuranSarathi Thank you
Khai chala
@@PuranSarathi 🤣🤣🤣🤣🤣
ସମ୍ପୁର୍ଣ୍ଣ ପାରିବାରିକ ଫ୍ଳୋଗ୍। ବହୁତ୍ ଭଲ ଲାଗିଲା।ଏତେ ବର୍ଷର ବୟସ୍କା ମାଇଁଂକ ଘରକୁ ଆସିବା ମାଁ ସମଲେଇଂକ ଆଶୀର୍ବାଦ କୁହାଯାଇପାରେ। ପିଲାଦିନୁ ଏମାନଙ୍କ ଆଶୀର୍ବାଦରେ ବଢିବା ପାଇଁ ନିଶ୍ଚୟ ସବୁଦିନ ମନେ ରହିବ। ସମସ୍ତେ ହସ ଖୁସିରେ ଏମିତି ରହିଥାଅ।👍
@@prasantapattanaik862 Thank you for good comment❤️
🐕 👈 b kaase ki? 🤔😄
😂
ପୁରୁଷ କଣ୍ଠରେ ଜଣେ ଝିଅ କହିଲେ ଓ ନକଲ କରି କହିଲେ ଭଲ ଶୁଭେ ନାହିଁ।
କିନ୍ତୁ ଏଇଟା କମେଡି ତେଣୁ.... ଚାଲେ 🤭🤭🤭🤭
😄😁👌
Wow😅👌
👌👌
😳😳😄
❤❤❤
Asba na go mausi 😅
Automatic aayega😅
ଇଟାକେ କହେସନ୍।ଆମର୍ ନିତିଦିନିଆ ଚାଲିଚଳନର ବିଲକୁଲ୍ ବଢେଇ ଚଢ଼େଇ ନାଇଁ କରଵାର୍ ଭିଡିଓ।
Keep it up bui,
🎉🎉🎉
ବହୁତ ବଢିଆ ଭିଡିଓ ହେଇଛି 👌
ବଢିଆ ଭ୍ଳଗ୍।କର୍ମମୟ ଜୀବନ।ଦି ଛୁଆ ବହୁତ୍ ବଢିଆ ଖେଳୁଛନ୍ତି।ଆମ ମଧ୍ୟବିତ୍ତ ପରିବାରର ହସଖୁସିର ଜୀବନ ଦେଖିବାକୁ ଵହୁତ୍ ଭଲ ଲାଗେ। ଆହୁରି ବହୁତ୍ ଭିଡିଓ ଦେଖିବାକୁ ଚାହିଁ ରହିଲୁ।😅👍👍
ଖୁବ୍ ସୁନ୍ଦର ପରିବେଶ ଓ ପରିବାର। କ୍ୟୁଟ୍ ଏଲିନ୍ ଦେଖିବାକୁ ଭାରି ଵଢିଆ।ପପି ସହିତ ତାର ଖେଳିବା ଆନନ୍ଦ ପ୍ରଦାନ କରୁଛି।ତମ ସମସ୍ତଙ୍କୁ ଅନେକ ଶୁଭେଚ୍ଛା।ମାଡିଚାଲ।👌👍👍
Jai bholenath ❤
Jay Jagannath 🙏 jay maa Samaleswari 🙏😊
Ita kahuthili Bhal heichhi.
@@prasantapattanaik862 thank you 🌹❤️
ଜୟ ମା ସମେଶ୍ବରୀ 🙏
Good vlog.Mind blowing song n acting.
😢ବାପ ପୁଅ ଦୁହେଁ ଭାରି କ୍ୟୁଟ୍। ଓଡ଼ିଆଙ୍କ ଘରେ ତୁଳସୀ ବଣ ଦେଖି ଭକ୍ତି ଭାବ ଜାଗ୍ରତ ହେଲା। ଥଣ୍ଡାରେ ସାବଧାନ ଥିବ।ଏମିତି ତ କୁଚିଣ୍ଡାରେ ଥଣ୍ଡା ବେଶୀ ହୁଏ। ଜଳଖିଆ ଦେଖି ଥଣ୍ଡାରେ ଭଲ ଲାଗିଲା।ଏ ରେସିପି ଦେହ ପାଇଁ ସ୍ବାସ୍ଥ୍ୟକର। ବେଶି ଦେଖେଇ ନ ହେଇ ଏ ଭଳି ଜୀଵନ ଭଲ ଲାଗେ।
ଆମ ମଧ୍ୟବିତ୍ତ ପରିବାରର ଚଳଣି। ପୂଜାପାଠ, ଭକ୍ତି, ତୁଳସୀ ଚଉରା ରେ ପାଣି,ଦେଖାଣିଆ ପଣ ନାହିଁ, ଗୁରୁଜନ ମାନେ ଥିଲେ ଭଲ ଲାଗେ। ଶାନ୍ତ ସରଳ ଆଧ୍ୟାତ୍ମିକ ପରିବେଶ ଭଲ ଲାଗେ।
@@prasantapattanaik862 Thank you for complement 🙏😊
ଭଲ ହେଇଛି କିନ୍ତୁ ।।।।।।।।।
Apanankar short vedio dekhili
Sir l am lipu rohidas
ଛୁଆ ମାନେ ଏମିତି ହୁଅନ୍ତି, କିନ୍ତୁ ସମସ୍ତେ ନୁହନ୍ତି।କେବଳ ଇଂରାଜୀ ମାଧ୍ୟମ ସ୍କୁଲର ପିଲାମାନଙ୍କର ଏମିତି ସ୍ଵଭାବ ଥାଏ।ଓଭର୍ ସ୍ମାର୍ଟ ସେମାନେ।ଚାଲୁ, ଧୀରେ ଧୀରେ ଠିକ୍ ହେବ।😅😅😅
ଠିକ୍ ଅଛି। ଆହୁରି ଭଲ କର। ନିଜସ୍ଵ ଭାବେ ନୂଆଁ ନୂଆଁ ଭିଡିଓ କ👍
ସମ୍ବଲପୁରୀ ଭାଷାରେ ତିଆରି ଭ୍ଳଗ ଭଲ ଲାଗିଲା।ପୁଅ ବହୁତ୍ କ୍ୟୁଟ୍।ଘର ବି ଏକ ଶାନ୍ତ ପରିବେଶରେ ଅଛି। ରୋଷେଇ ଭଲ ଲାଗିଲା।ପୂଜା ଘର ଠିକ୍ ଅଛି। ଅଡିଓ ଟିକେ କମ୍ ଶୁଭିଲା।ଆର୍ ଭିଡିଓ ସବୁ ଆହୁରି ଭଲ ହେବ ବୋଲି ଆଶା।
Love it❤️
😅
😂😂
😊😊😊😊
Superb ❤
😅😅
😂😂
👌👌👌
😊😊😊😊😊
Вау❤
ଭଲ ଭିଡିଓ। ନିଜ ଲୋକଙ୍କୁ ଓ ଅନ୍ୟ ଲୋକଙ୍କୁ ନିଜ ଲୋକ ଭଳି ଡାକୁଛ ଭଳି ଲାଗିଲା। ଅନ୍ୟ ଅର୍ଥରେ ନୁହେଁ ବୋଧହୁଏ।
👌👌👌
ଆମ ଗାଁ ର ଦୃଶ୍ୟ। ବହୁତ୍ ଭଲ ଲାଗିଲା। ସହରୀ ଜୀବନର ମିଛ ଆକର୍ଷଣ ଅପେକ୍ଷା ଏହା ବହୁତ୍ ଭଲ।ଆମ ଝିଅ ସେତେ ଦେଖେଇ ହେଉନାହିଁ।ମାଂକର ଉପଦେଶ ହୃଦୟସ୍ପର୍ଶୀ। ସମସ୍ତେ ମନେରଖ।କୋଉ ଯୁଗରୁ ଲୋକେ ଏହା କରୁଥିଲେ,ଯେତେବେଳେ ଏଲୋପାଥି ବାହାରି ନ ଥିଲା। ଆଗକୁ ଭଲ ଭଲ ଭିଡିଓ କରନ୍ତୁ।👌👍
ବହୁତ ବଢିଆ ଓଁ ସାଇ ରାମ 🙏🌹❤️😊
👌👌👌👌
Pura screen dekha.
Maa🙏🏼🙏🏼
ବହୁତ୍ ବଢିଆ ଲାଗିଲା।ଖାଣ୍ଟି ଆମ ଘରୋଇ ରେସିପି।ଦେଖିକି ଖୁସି ଲାଗିଲା ଓ ଖାଇବାକୁ ଇଛା ହେଲା। ସାନ ପିଲାର କଥା ଶୁଣି ମନ ଖୁସି ଲାଗିଲା ଓ ହସ ମାଡ଼ିଲା।ପରିବେଶ ଶାନ୍ତି ପ୍ରଦାୟକ। ଆହୁରି ଭଲ ଭିଡିଓ କଲେ ଧିରେ ଧିରେ ମାର୍ଜିତ ହେବ।ମାଡିଚାଲ। ଯିଏ ଆଗକୁ ପାହୁଣ୍ଡେ ପକାଇ ଆଗକୁ ଯାଏ, ଭଗବାନ ତାକୁ ଆଗକୁ ଆଗକୁ ଶହ ଶହ ପାହୁଣ୍ଡ ନେଇଥାନ୍ତି।👍👍
ଏଇଟା ବେଷ୍ଟ ହେଇଛି। ଏମିତି ହସୁଥା।👌👍👍
Maa 🙏